ନକସା କାଢିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ନକସା କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

କାହାର ଗତିବିଧି ଓ କଥାବାର୍ତ୍ତାର ରୀତିକୁ ଅନୁକରଣ କରି ଉପହାସ କରିବା; ଛଇ ବାହାର କରିବା —To caricature; to mimic a person's movements and expressions; to do something in sport.