ନକସା କାଟିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ନକସା କରିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚିତ୍ର ଅଙ୍କନ କରିବା — ୧. To draw up a plan, a map or a design.
(ଅଳଙ୍କାରକ ଆଦିରେ) ଲତା ପତ୍ର ଆଦି ଖୋଦନ କରିବା — ୨. To engrave artistic figures on ornaments.