ନକସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ନକ୍ସା) ସମ୍ପାଦନା

୧. ଅଙ୍କିତ ଚିତ୍ର — ୧. A drawing.
୨. ଅଙ୍କିତ ପ୍ରତିମୂର୍ତ୍ତି; ଛବି —୨. Picture.
୩. ଭୂମି ବା ଦେଶ ଆଦିର ଚିତ୍ର — ୩. A plan; map; sketch.
୪. ସୁକ୍ଷ୍ମ କାରୁକାର୍ଯ୍ୟ —୪. Artistic design.
୫. ଆଦର୍ଶ —୫. A design; pattern.
୬. ଛଇ; କୌତୁକ; ତାମସା —୬. Jest; sport.

ବିଶେଷଣ - ସମ୍ପାଦନା

ନକସୀ (ଦେଖ) - —Nakasī (See)