ନକଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ନଅ କଡ଼ା ମାତ୍ର କଉଡ଼ି — Nine small sea shells (used as coin).

ଦେଶଜ - ବିଶେଷଣ - ସମ୍ପାଦନା

୧. ନଅକଡ଼ା କଉଡ଼ି ମୂଲ୍ୟର; ଯାହାର ମୂଲ୍ୟ— ଅତି ଅଳ୍ପ —୧. Of very little value.
୨. ଅତି ତୁଚ୍ଛ; ହେୟ —୨. Contemptible; negligible.