ନକଠକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ଅ.—(ଆରବୀ - ନକଦ୍)

୧. ରୋକ୍ ଠୋକ୍; କୌଣସି ବିଷୟରେ ଶେଷ ମୀମାଂସା —୧. Final decision.
୨. ନରଦ କାରବାର — ୨. Cash transaction.
୩. ସଙ୍ଗେ ସଙ୍ଗେ କୌଣସି ବିଷୟର ମୀମାଂସା — ୩. Prompt decision of any matter.
୪. ନଗଦାନଗତି —୪. In cash.
୫. ସଙ୍ଗେ ସଙ୍ଗେ —୫. Then and there.
୬. ଠିକ୍; ଯଥାର୍ଥ —୬. Just; right.
୭. ଅବିକଳ —୭. Exact.
୮. ଉପଯୁକ୍ତ; ଯୋଗ୍ୟ —୮. Proper.
୯. ବାଦବିବାଦ —୯. Dispute; wrangling.