ନଉଲି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ନବ; ନବଳ; ପୁଂ. ନବଳା ସ୍ତ୍ରୀ) ସମ୍ପାଦନା

୧. ନବୀନ; ଲଉଲି —୧. New.
୨. ଯୁବା (ବୟସ) — ୨. Youthful; young (age).
୩. (ସ୍ତ୍ରୀ)—ଯୁବତୀ (ସ୍ତ୍ରୀ) —୩. Young (Woman).

ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ଯୁବତୀ ସ୍ତ୍ରୀ —A young damsel.