ନଈଶୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ନଈ ଶୋଈ—ସ୍ତ୍ରୀ) 

ଦେଶଜ - ଅ.ପୁଲିଙ୍ଗ - (ଗାଳି) ସମ୍ପାଦନା

(ଯେଉଁ ଲୋକ ନଈରେ ଶୁଏ)— ତୁ ନଇରେ ଶୋ, ଅର୍ଥାତ ଶୀଘ୍ର ମରିଯା ଓ ତୋର ଶବକୁ ନେଇ ଲୋକେ ନଈରେ ପକାଇ ଦିଅନ୍ତୁ (A term of imprecation or curse, meaning) You die uncared for and your body be thrown into the river after death.