ନଈଶୁଆ
ନଈଶୁଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାନଈଶୁଆ
|
(ନଈ ଶୋଈ—ସ୍ତ୍ରୀ)
ଦେଶଜ - ଅ.ପୁଲିଙ୍ଗ - (ଗାଳି)
ସମ୍ପାଦନା(ଯେଉଁ ଲୋକ ନଈରେ ଶୁଏ)— ତୁ ନଇରେ ଶୋ, ଅର୍ଥାତ ଶୀଘ୍ର ମରିଯା ଓ ତୋର ଶବକୁ ନେଇ ଲୋକେ ନଈରେ ପକାଇ ଦିଅନ୍ତୁ (A term of imprecation or curse, meaning) You die uncared for and your body be thrown into the river after death.