ନଇଲେ
ନଇଲେ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ନ ହେଲେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
ଦେଶଜ - ଅ. (ସଂସ୍କୃତ - ନୋଚେତ୍) ସମ୍ପାଦନା
- ୧. ନୋଚେତ୍ — ୧. Nor.
ଆସିଲେ ଆସଇ ଜୀବ ନଇଲେ ନଆସେ ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତା
- ୨. ଅନ୍ୟଥା —୨. Otherwise; else.
- ୩. ଅଥବା —୩. Or.
ଦେଶଜ - କ୍ରିୟାପଦ - ସମ୍ପାଦନା
- ୧. (ଅତୀତକାଳ) (ଆଦରାର୍ଥକ ସେ ବା ସେମାନେ)— ଆସିଲେ ନାହି; ଆସି ନାହାନ୍ତି —୧. (he or they) Did not come; have not come.
କଣ୍ଟ କରି କାଲି ରଜନୀ ସଜନି ନାଇଲେ ଗୋ ବଂଶୀଧାରୀ ପ୍ରାଚୀନ ସଙ୍ଗୀତ
- ୨. (ସମ୍ଭାବନାର୍ଥକ) ଯଦି ତୁମ୍ଭେ ମୁଁ ବା ସେ ବା ସେମାନେ ନ ଆସିଲେ —୨. If you or I or he or they do not come.