ନଅର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଗର; ପ୍ରା. ଣଅର) ସମ୍ପାଦନା

୧. ରାଜଭବନ —୧. Palace.
୨. ରାଜାଙ୍କ ଅନ୍ତଃପୁର; ଉଆସ — ୨. The harem of a king.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ଏକପ୍ରକାର ବଡ଼ ଜହ୍ନି; ନଅର ଜହ୍ନି — A big variety of Luffa.