ନଅଙ୍କିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନଅଙ୍କୀ—ଅନ୍ୟରୂପ)

(ନଅଙ୍କିଆଣୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ - ଓ ସ୍ତ୍ରୀ ସମ୍ପାଦନା

୧. ଦୁର୍ଭିକ୍ଷପ୍ରପୀଡ଼ିତ — ୧. Famine-stricken.
୨. ଖାଦ୍ୟଭାବରୁ କଙ୍କାଳମାତ୍ରାବିଶିଷ୍ଟ; ଜୀର୍ଣ୍ଣଶୀର୍ଣ୍ଣ —୨. Reduced to skeleton for want of food.
୩. ଅତି ରଙ୍କାଳିଆ; ଅତି ଲୋଭରେ ସର୍ବଦା ଖାଇବାକୁ ଇଚ୍ଛା କରୁଥିବା (ବ୍ୟକ୍ତି) —୩. Very greedy; rapacious.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଛତରଖିଆ; ଯେଉଁ ମାନେ ଓଡ଼ିଶାର ନଅଙ୍କ ଦୁର୍ଭିକ୍ଷ ସମୟରେ ସରକାରୀ ଅନ୍ନସତ୍ରରେ ଖାଇବାକୁ ସମାଜଚ୍ୟୁତ ହୋଇଥିଲେ —A class of person and the descendants of those person who lost their castes by taking food cooked in public kitchens opened by the Goverment during the great famine of Orissa.