ଧନ ଦାସ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନଦାସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (୬ଷଷ୍ଠୀ ତତ୍; ଧନ+ଦାସ) ସମ୍ପାଦନା

ଯେ ଧନ ପ୍ରାପ୍ତି ନିମନ୍ତେ ଦାସତ୍ୱ ସ୍ୱୀକାର କରେ —One who accepts bondage or slavery for money.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଅତି ଲୋଭୀ —Very avaricious.