ଧନ ଗୌରବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍ ବା ମ. ପ. ଲୋ; ଧନ+ଗୌରବ) ସମ୍ପାଦନା

୧. ଧନଯୋଗୁଁ ଧନୀ ବ୍ୟକ୍ତିର ସମାଜରେ ସମ୍ମାନ —୧. Respect shown to a person in society for his riches.
୨. ଧନଗର୍ବ —୨. Pride of wealth.
୩. ଧନର ମାହାତ୍ମ୍ୟ —୩. The glory or greatness of weath.