ଧନ କ୍ଷୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନ+କ୍ଷୟ) ସମ୍ପାଦନା

୧. ବିତ୍ତନାଶ; ଲକ୍ଷ୍ମୀ ଛାଡ଼ିବା — ୧. The state of being reduced to poverty; destitution.
୨. ଅପବ୍ୟୟ —୨. Waste of money.
୩. ଧନର କ୍ଷତି —୩. Loss of money.
୪. ଧନ ସରିଯିବା —୪. Exhaustion of wealth.