ଧନ, ଜନ, ମରଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ଅ ସମ୍ପାଦନା

ଭବିଷ୍ୟତ ଶୁଭାଶୁଭ ପ୍ରଶ୍ନ ଉପଲକ୍ଷରେ କୌଣସି ପଦାର୍ଥକୁ ଗଣିବାରେ କ୍ରମ — A mode of counting in an oracular calculation.

[ଦ୍ରଷ୍ଟବ୍ୟ —୧—ଧନ=ଧନଲାଭ, ୨—ଜନ=ଜନଲାଭ, ମିତ୍ର— ଲାଭ, ୩—ମରଣ=ଅମଙ୍ଗଳ ବା ମୃତ୍ୱୁ, ସର୍ବନାଶ ଗୋରୁ— ଜଗୁଆଳ ପିଲାଏ ଖଣ୍ଡିଏ ପାଞ୍ଜଣ କରିବା ପାଇଁ ନୂଆଁ ବାଉଁଶ ବାଡ଼ିକୁ କାଟି ତାହାର ଗଣ୍ଠିକୁ ଗଣନା କରି ସେ ବାଡ଼ିଦ୍ୱାରା ଯଷ୍ଟିର ଅଧିକାରୀର ଶୁଭାଶୁଭ ନିର୍ଣ୍ଣୟ କରିବା ସମୟରେ ୧ମ ଗଣ୍ଠି ଧନ, ୨ୟ ଗଣ୍ଠି ଜନ, ୩ୟ ଗଣ୍ଠି ମରଣ, ୪ର୍ଥ ଗଣ୍ଠି ଧନ, ୫ମ ଗଣ୍ଠି ଜନ, ୬ଷ୍ଠ ଗଣ୍ଠି ମରଣ, ଏହିପରି ଗଣନା କରି, ବାଡ଼ିର ୪,୫,୭,୮: ଗଣ୍ଠି ଥଲେ ଶୁଭ ଓ ୩, ୬, ୯: ଗଣ୍ଠି ଥେଲେ ଅଶୁଭ ବୋଲି ସ୍ଥିର କରନ୍ତି ଭୂମିରେ ଗୁଡ଼ିଏ ଗାର ପକାଇ କୌଣସି ଶୁଭାଶୁଭ ପ୍ରଶ୍ନ ସମାଧାନାର୍ଥ ଏହି ବିଧିରେ ଗଣନା କଲେ ୪, ୫, ୭, ୮: ସଖ୍ୟକ ଗାର ଶୁଭ ଓ ୩, ୬, ୯: ଗାର ଅଶୁଭ ବୋଲି ସ୍ଥିର କରାଯାଏ]