ଧନ୍ୱ ଦୁର୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - କ୍ଳୀ ସମ୍ପାଦନା

୧. ମରୁଭୂମି — ୧. A desert.
୨. ନିର୍ଜଳ ପ୍ରଦେଶ — ୨. A waterless tract or country.
୩. ଆକ୍ରମଣୋଦ୍ୟତ ଶତ୍ରୁକୁ ବାଧା ଦେବା ପାଇଁ ଆକ୍ରାନ୍ତ ସ୍ଥାନର ଓ ଆକ୍ରମଣାର୍ଥ ଅଗ୍ରସର ଶତ୍ରୁପକ୍ଷର ମଧ୍ୟସ୍ଥ ଅଞ୍ଚଳକୁ ମରୁଭୂମି ଓ ନିର୍ଜଳ ପ୍ରଦେଶ କରିବା ରୂପ ଉପାୟ — ୩. The expedient of turning a tract of country (through which an advancing enemy is to pass) into a waterless desert.

[ଦ୍ରଷ୍ଟବ୍ୟ —ଏପରି କରିବାଦ୍ୱାରା ଶତ୍ରୁପକ୍ଷ ସେହି ଅଞ୍ଚଳ ବାଟେ ଅଗ୍ରସର ହେବାବେଳେ ଖାଦ୍ୟ ଓ ଜଳ ଅଭାବରେ ଆଉ ଅଗ୍ରସର ହୋଇ ପାରିବ ନାହିଁ]

୪. ଯେଉଁ ଦୁର୍ଗ ଚାରିପାଖେ ୫ ଯୋଜନ ପର୍ଯ୍ୟନ୍ତ ନିର୍ଜଳ ମରୁଭୂମିଦ୍ୱାରା ବେଷ୍ଟିତ (ହିନ୍ଦୀ - ଶ) —୪. A fort
surrounded on all sides by waterless desert to the extent of ୪୦ miles.