ଧନ୍ୟଧନ୍ୟ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ଅତିଶୟ ପ୍ରଶଂସା କରିବା — To speak very highly of; to give thanks.

ସମସ୍ତେ ଖାଇ ରାଜାଙ୍କୁ ଧନ୍ୟ ଧନ୍ୟ କଲେ ନୀଳକଣ୍ଠ ଦାସ ପିଲାଙ୍କ ରାମାୟଣ