ଧନ୍ଦୋଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ଦ୍ୱନ୍ଦ) ସମ୍ପାଦନା

୧. କଳହ — ୧. Quarrel.
୨. ଗୋଳମାଳ —୨. Confusion.

ଦେଶଜ - ବିଶେଷଣ - ସମ୍ପାଦନା

୧. କାଉଳି; ବ୍ୟସ୍ତ —୧. Confused.
୨. କିଂକର୍ତ୍ତବ୍ୟବିମୂଢ଼; ସନ୍ଦିହାନ —୨. Puzzled.