ଧନ୍ଦାଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧନ୍ଦାଳିଆ—ଅନ୍ୟରୂପ)

ଦେଶଜ - ବଣ. (ସଂସ୍କୃତ - ଦ୍ୱନ୍ଦ) ସମ୍ପାଦନା

୧. ଦୃଷ୍ଟିଭ୍ରମ ଯୁକ୍ତ —୧. Dazzled.
୨. ଅସ୍ପଷ୍ଟ ଦୃଷ୍ଟିଯୁକ୍ତ; ଜାଲଜାଲୁଆ ଦେଖି ପାରୁଥିବା — ୨. Dim-sighted; blurred (in eye sight); not able to see distinctly.
୩. ସନ୍ଦିହାନ —୩. Puzzled; confused; in doubt.