ଧନ୍ତିରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନ୍ତିରି—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ଧନ୍ୱନ୍ତରୀ) ସମ୍ପାଦନା

ଧୁରନ୍ଧର; ପ୍ରବୀଣ —Expert.

(ଯଥା—ସେ ଖାଇବା ବିଷୟରେ ଧନ୍ତିରି)

ବିଶେଷ୍ୟ - ସମ୍ପାଦନା

ଧନୂତରି (ଦେଖ) - —Dhanutari (See)