ଧନୁର୍ଭଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+ଭଙ୍ଗ) ସମ୍ପାଦନା

ଧନୁକୁ ଭାଙ୍ଗି ଦେବା — Breaking of a bow.

[ଦ୍ରଷ୍ଟବ୍ୟ —'ଯେଉଁ ରାଜପୁତ୍ର ଗୋଟିଏ ନିର୍ଦ୍ଦିଷ୍ଟ ଧନୁକୁ ଭାଙ୍ଗିବେ ତାଙ୍କୁ ମୁଁ ମୋ କନ୍ୟାକୁ ବିବାହ ଦେବି' ପୂର୍ବେ ରାଜାମାନେ ଏହିପରି ପଣ ରଖୁଥିଲେ ଓ ଧନୁର୍ଭଙ୍ଗଦ୍ୱାରା ଭାବୀ ଜମାତାଙ୍କର ବୀରତ୍ୱ ପରୀକ୍ଷା

କରୁଥିଲେ ରାମଚନ୍ଦ୍ର ଶିବଧନୁ ଭାଙ୍ଗିବା ରୂପ ପଣକୁ ରକ୍ଷା କରି ଜନକକନ୍ୟା ସୀତାଙ୍କୁ ବିବାହ କରିଥିଲେ]