ଧନୁର୍ଗୁଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+ଗୁଣ) ସମ୍ପାଦନା

୧. ଧନୁର ଦଉଡ଼ି; ଜ୍ୟା — ୧. Bow-string.
୨. (ଜ୍ୟାମିତି) ବୃତ୍ତଖଣ୍ଡର ଅଗ୍ରଭାଗ ସଂଯୋଜକ ରେଖା; ଜ୍ୟା — ୨. (geometry) Chord of an arc.