ଧନୁକାକାର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନୁକାକୃତି—ଅନ୍ୟରୂପ)

ସଂସ୍କୃତ - ବିଣ—(ବହୁବ୍ରୀହି; ଧନୁକ+ଆକାର) ସମ୍ପାଦନା

ଧନୁପରି ଆକୃତିବିଶିଷ୍ଟ —Bow-shaped.

=== ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍)

ଧନୁର ଆକୃତି —Shape of a bow.