ଧନୁକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ଧନୁ+ସ୍ୱାର୍ଥେ. କ) ସମ୍ପାଦନା

ଧନୁ —Bow.

ସଂସ୍କୃତ - ବିଶେଷ୍ୟ - (ଧନୁ+କ) ସମ୍ପାଦନା

ଧନୁର୍ଦ୍ଧର ବ୍ୟକ୍ତି —An archer; bowman.

୨. ଚାରିକୋଶ ଦୁରତ୍ୱ —୨. A distance of ୮ miles.
୩. ବେହେଲାର ଛଡ଼ —୩. The bow of a violin.