ବିଶେଷଣ. ପୁଂ (ସଂସ୍କୃତ) ସମ୍ପାଦନା

  • ଧନାଢ୍ୟ; ଧନବାନ୍; ଧନବନ୍ତ

ବିଶେଷଣ. ସ୍ତ୍ରୀ (ସଂସ୍କୃତ) ସମ୍ପାଦନା

  • ଧନବତୀ
  • ଯୁବତୀ
  • ସୁନ୍ଦରୀ

ବିଶେଷ୍ୟ. ପୁଂ (ଦେଶଜ) ସମ୍ପାଦନା

  • ଶେଠ; ସାଧୁତ
  • କୌଣସି ବ୍ୟବସାୟ ବା ବେପାରର ମୂଳ ଧନାଧ୍ୟକ୍ଷ

ବିଶେଷ୍ୟ. ସ୍ତ୍ରୀ (ଦେଶଜ) ସମ୍ପାଦନା

  • ପ୍ରିୟତମା ସ୍ତ୍ରୀ; ପ୍ରଣୟନୀ
  • ସ୍ତ୍ରୀଲୋକଙ୍କୁ ଦିଆଯିବା ନାମଧନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧତିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧନ+ଅଛି ଅର୍ଥରେ ଇନ୍; ୧ମା. ୧ବ.) ସମ୍ପାଦନା

୧. ଧନାଢ଼୍ୟ; ଧନବାନ; ଧନବନ୍ତ — ୧. Rich; opulent; wealthy.

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସଂସ୍କୃତ - ଧନ+ଈ) ସମ୍ପାଦନା

୧. ଧନବତୀ (ସ୍ତ୍ରୀ) ୧. Wealthy (lady).
୨. (ଯୌବନ ଧନରେ ଧନୀ) ଯୁବତୀ — ୨. Young (girl); Youthful.

ମୋ ଧନୀ ନ ଜୀଇବ ମୋ ବିକାଶରେ—ଭଞ୍ଜ, ପ୍ରେମସୁଧାନିଧି

୩. (ସୈନ୍ଦର୍ଯ୍ୟ ଧନରେ ଧନୀ) ସୁନ୍ଦରୀ — ୩. Graceful (girl).

ଦ୍ୱସେ ପ୍ରାଚୀ ଶିରେ ଧନୀ ଭଷାକୁ ଅନଆଇ ରାଧାନାଥ. ବେଣୀସଂହାର

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ଶେଠ; ସାଧୁତ —୧. Merchant.
୨. କୌଣସି ବ୍ୟବସାୟ ବା ବେପାରର ମୂଳ ଧନାଧ୍ୟକ୍ଷ — ୨. A capitalist of any business.


ଦେଶଜ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

୧. ପ୍ରିୟତମା ସ୍ତ୍ରୀ; ପ୍ରଣୟନୀ — ୧. One's beloved lady.
୨. ସ୍ତ୍ରୀ ଲୋକଙ୍କୁ ଦିଆଯିବା ନାମ — ୨. A name given to females.