ଧନିଷ୍ଠା
ଧନିଷ୍ଠା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଧନିଷ୍ଠା
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା
ତ୍ରୟୋବିଂଶ ନକ୍ଷତ୍ର — The twenty third asterism.
[ଦ୍ରଷ୍ଟବ୍ୟ —ଏ ନକ୍ଷତ୍ରରେ ଜନ୍ମିବା ଲୋକ ସଦାଚାର ଓ ଭାଗ୍ୟବାନ୍, ଦୀର୍ଘ— କାୟ, କାମାତୁର, କଫଯୁକ୍ତ, ଶାସ୍ତ୍ର— ବେତ୍ତା ଓ କୀର୍ତ୍ତିମାନ୍ ହୁଏ]
ନକ୍ଷତ୍ର ତଳେ ନୋଟ୍ (ଦେଖ) - (See notes under Nakshatra)
ଦେଶଜ - ବିଶେଷଣ - ସମ୍ପାଦନା
ଭାଗ୍ୟବନ୍ତ —Fortunate; lucky.
ବିଯୋଗିଲେ ଚନ୍ଦ୍ର ଦୀପ୍ୟମାନ କୁମ୍ଭରାଶି ବନ୍ଧୁରତାରେ ଧନିଷ୍ଠା ହୋଇ ପରଶଂସୀ ଭଞ୍ଜ. ବୈଦେହୀଶବିଳାସ