ଧନାଶ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ ସମ୍ପାଦନା

ସଙ୍ଗୀତର ରାଗିଣୀବିଶେଷ — Name of a sanskrit musical air.

[ଦ୍ରଷ୍ଟବ୍ୟ — ଏହି ରାଗିଣୀ ବୀର ରସରେ ପ୍ରୟୁଜ ହନୁମାନ୍ଙ୍କ ମତରେ ଏହା ଶ୍ରୀରାଗର ଭାର୍ଯ୍ୟା, ଦିବସର ଦ୍ୱିତୀୟ (ବା ମତାନ୍ତରେ ତୃତୀୟ) ପ୍ରହରରେ ଏହା ବୋଲାଯିବା ଉଚିତ ଭରତଙ୍କ ମତରେ ଏହା ଗାନ୍ଧର ରାଗର ଓ ମଲ୍ଲିନାଥଙ୍କ ମତରେ ମେଘ ରାଗର ଭାର୍ଯ୍ୟା—ହିନ୍ଦୀ - ଶବ୍ଦସାଗର]