ଧନାଧିକୃତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଧନ+ଅଧିକୃତ) ସମ୍ପାଦନା

ଧନରକ୍ଷାର ଭାରପ୍ରାପ୍ତ— (ଜ୍ଞାନେନ୍ଦ୍ର) — Charged with the custody of wealth.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଧନାଧ୍ୟକ୍ଷ; ଖାଜାଞ୍ଚି— (ଜ୍ଞାନେନ୍ଦ୍ର) — Treasurer.