ଧନାଗମ ତୃଷା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନାଗମ ତୃଷା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍;ଧନ+ଆଗମ+ତୃଷା) ସମ୍ପାଦନା

ଉପାର୍ଜ୍ଜନ କରିବାର ବଳବତୀ ଇଚ୍ଛା — Thirst for acquisition of wealth.