ଧତୁରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧୁସ୍ତୁର) ସମ୍ପାଦନା

ପୂର୍ବେ ଭାରତରେ ପଥିକମାନେ ଉପରେ ଅତ୍ୟାଚାର କରୁଥିବା ଯେଉଁ ଠଗମାନେ ପଥିକଙ୍କୁ ଧତୁରା ମଞ୍ଜି ଖୁଆଇ ବବେହସ୍ କରି ସେମାନଙ୍କ ସମ୍ପତ୍ତି ଲୁଣ୍ଠନ କରୁଥିଲେ —The Thugs fo India who used to make travellers unconscious by administering Dhaturā posion and rob them of belongings.

ଦେଶଜ - ବିଶେଷଣ - ସମ୍ପାଦନା

ଧତଡ଼ା (ଦେଖ) - —Dhataṟḍ̠ā (See)