ଧଣୁଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବରଡ଼—ବିପରୀତ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଦୋହନୀୟା) ସମ୍ପାଦନା

ଯେଉଁ ଗାଈ ଦୁଧ ଦେଉଥାଏ; ଯେଉଁ ଗାଈଠାରୁ ଦୁଧ ଦୁହାଁ ହେଉ— ଥାଏ —Milch (cow); giving milk.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦୁହାଁଳୀ ଗାଈ —Milch cow.