ଧଣତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧଣନ୍ତା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ପାଣିଚିଆ (ଖାଦ୍ୟ; ପାଣି ମିଶିବାରୁ ବିସ୍ୱାଦ (ଖାଦ୍ୟ) — Having its taste spoiled on account of the presence of too much disproportionate water.

[ଦ୍ରଷ୍ଟବ୍ୟ —ସଜ ପଖାଳରେ ଆମ୍ୱିଳା ତୋଡ଼ାଣି ନ ମିଶିଲେ କିମ୍ୱା ଭାତ ଗରମ ଥାଉ ଥାଉ ତହିଁରେ ପାଣି ମିଶାଇ ସଙ୍ଗେ ସଙ୍ଗେ ତାକୁ ଖାଇଲେ ତାହା ବିସ୍ୱାଦ ଲାଗେ, ଏପରି ଭାତକୁ ଧଣତା ବା ଧଣନ୍ତା ଭାତ ବୋଲାଯାଏ]