ଧଡ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଧଡ୍କରି, ଧଡ୍କିନା, ଧଡ୍କିନି, ଧଡ୍କିରିଅନ୍ୟରୁପ

=== ଦେଶଜ - ଅ.—(ଧ୍ୱନ୍ୟନୂକାରୀ; ତୁଳ. ସଂସ୍କୃତ - ଝ଼ଟିତି)

୧. ଅତିଶୀଘ୍ର; ହଠାତ୍ —୧. At once; immediately.

(ଯଥା—ସଭା ମଧ୍ୟରୁ ଜଣେ ଧଡ଼କିନି ଉଠି ଚାଲି ଗଲା)

୨. ଧଡ଼ ଶବ୍ଦ ଉତ୍ପାଦନ ପୂର୍ବକ; ଦୁଇ କଠିଣ ବସ୍ତୁ ପରସ୍ପର ସହିତ ଜୋରରେ ବାଜି ଯିବା — ୨. Cracking or crashing sound of two hard things striking with force.

ଚମ୍ପା ଧଡ୍ କରି କବାଟଟା ଆଉଜାଇ ଦେଇ ଆପଣା ସ୍ଥାନରେ ବସି ରହିଲା ଫକୀରମୋହନ, ଛମାଣ ଆଠଗୁଣ୍ଠ