ଧଡ଼ି ଛିଣ୍ଡେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - (ଇତର ଜନ ବ୍ୟବହୃତ) ସମ୍ପାଦନା

କୌଣସି ବ୍ୟକ୍ତିକୁ ପରିଶ୍ରମ କରାଇ ଏକାନ୍ତ ଅବସନ୍ନ କରି ପକାଇବା; ନାକାନ୍ତ କରିବା — To tire out a person by causing him to labour very hard.