ଧଡ଼ିକିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଚମକି ପଡ଼ିବା; ଡ଼ରିବା; ଭୀତତ୍ରସ୍ତ ହେବା — ୧. To be affrighted; to be afraid.
୨. (ଛାତି) ଧଡ଼ ଧଡ଼ ହେବା — ୨. (the heart) To palpitate; to thron.