ଧଡ଼ା ଧରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧଡ଼ା ବାନ୍ଧିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

କୌଣସି ବସ୍ତୁକୁ ତରାଜୁରେ ଓଜନ କରିବା ପୂର୍ବରୁ ତରାଜୁର ଦଣ୍ଡକୁ ଭୂପୃଷ୍ଠ ସଙ୍ଗେ ସମତଳ କରିବା; ପାସଙ୍ଗ ଧରିବା —To make the scale—beam perfectly horizontal and the two pans equally balanced before weighing. any article in it; to adjust a scale by counterpoise; before weighing.

[ଦ୍ରଷ୍ଟବ୍ୟ —ତରାଜୁର ଦଣ୍ଡର ଦୁଇ ମୁଣ୍ଡରେ ଓହୋଳିଥିବା ପଲ୍ଲା ଦୁହେଁ ଓଜନରେ କମ ବେଶି ଥିଲେ ତୁଳଦଣ୍ଡ ଭୂପୃଷ୍ଠରେ ସମତଳ ହୋଇ ରହେ ନାହିଁ ଏପରି ଅବସ୍ଥାରେ ତଦ୍ଦ୍ୱାରା କୌଣସି ଦ୍ରବ୍ୟ ଓଜନ କଲେ ତଉଲ ଠିକ୍ ହୁଏ ନାହିଁ ଏଥିପାଇଁ କୌଣସି ଦ୍ରବ୍ୟ ତଉଲିବା ପୂର୍ବରୁ ଆଗେ ତରାଜୁରେ ଦୁଇ ପଲ୍ଲା ସମାନ ଅଛି କି ନାହିଁ ଏହା ପରୀକ୍ଷା କରାଯାଏ ଓ ତୁଳାଦଣ୍ଡର ଯେଉଁ ମୁଣ୍ଡ ଅନ୍ୟ ମୁଣ୍ଡଠାରୁ ଉପରକୁ ଉଠିବାର ଦେଖାଯାଏ, ସେ ପାଖର ପଲାରେ ଗୋଡ଼ି ମାଟି ଆଦି ପକାଇ ତରାଜୁରେ ଦଣ୍ଡକୁ ଭୂପୃଷ୍ଠରେ ସମାନ୍ତର (horizontal) କରାଯାଏ ଏହି ସମାନ୍ତରକରଣ କର୍ମକୁ ଧଡ଼ା ଧରିବା କହନ୍ତି ମଧ୍ୟ କୌଣସି ପାତ୍ରରେ ଘିଅ ଆଦି ଓଜନ କରିବାକୁ ହେଲେ ପ୍ରଥମେ ଏକତ ପଲାରେ ଖାଲି ପାତ୍ରକୁ ରଖି ଅପର ପଲାରେ ଖାଲି ପାତ୍ରର ଓଜନକୁ ଚାହିଁ ମାଟି ଗୋଡ଼ି ଦେଇ ତୁଳା— ଦଣ୍ଡକୁ ଭୂମିର ସମତଳ କରାଯାଏ ପରେ ପାତ୍ରରେ ଘିଅ ଆଦି ଢ଼ାଳି ଅପର ପଲାରେ ବଟକରା ରଖି ଓଜନ କରାଯାଏ ବିଶା କାଠିରେ ଧଡ଼ା ଧରିବାର ରୀତି ପୃଥକ୍]