ଧଡ଼ସିବା
ଧଡ଼ସିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଧଡ଼ସିବା
|
(ଧଡ଼ସି ଯିବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ଧୃଷ ଧାତୁ)
ସମ୍ପାଦନା- ୧. ଶଙ୍କି ଯିବା; ଭୀତ ହେବା — To be frigntened or terrifioed.
- ୨. ଶଙ୍କିତ ହୋଇ କୌଣସି କାର୍ଯ୍ୟରୁ ପଶ୍ଚାତ୍ ପଦ ହେବା — ୨. To shrink from doing something through fear.