ଧଡ଼ସିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧଡ଼ସି ଯିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - (ଧୃଷ ଧାତୁ) ସମ୍ପାଦନା

୧. ଶଙ୍କି ଯିବା; ଭୀତ ହେବା — To be frigntened or terrifioed.
୨. ଶଙ୍କିତ ହୋଇ କୌଣସି କାର୍ଯ୍ୟରୁ ପଶ୍ଚାତ୍ ପଦ ହେବା — ୨. To shrink from doing something through fear.