ଧଡ଼ର ଧଡ଼ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

ଧଡ଼ଧଡ଼ (ଦେଖ) - — Dhaṟḍ̠a dhaṟḍ̠a (See)

ଲୁଗା ଚୁପୁଡ଼ିବାକୁ ବେଳ ନାହିଁ ଲୁଗା ଧଡ଼ର ଧଡ଼ର ବାଜି ଗୋଡ଼ତଳେ ଝର ଝର ହୋଇ ପାଣି ବୋହି ପଡ଼ୁଅଛି— ଫକୀରମୋହନ ଛମାଣ ଆଠଗୁଣ୍ଠ