ଧଡ଼କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ରାଗି କରି ଧମକାଇବା — ୧. Angry threatening.
୨. ହୃତ୍କମ୍ପ — ୨. Palpitation of the heart.

ଦେଶଜ - ବିଶେଷଣ - ସମ୍ପାଦନା

ଯାହା ହୃତ୍କମ୍ପ ଉତ୍ପାଦନ କରେ — Producing palpitation of the heart.

(ଯଥା—ଶାଶୁଙ୍କ ବଚନ ଛାତି ଧଡବା, କର୍ମକୁ ଆଦରି ଥବୁ—ତଗ)