ଧଡ଼କ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)

ସମ୍ପାଦନା
୧. ଭୟ — ୧. Fear.
୨. ଛାତି ଧମ୍ଧମ୍; ହୃତ୍କମ୍ପ — ୨. Palpitation of the heart.

ଦେଶଜ - ବିଶେଷଣ -

ସମ୍ପାଦନା
୧. ଅଦୃଢ଼ — ୧. Infirm; unsteady.
୨. ଶିଥିଳ —୨. Slack; loose.