ଧଡ଼କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଭୟ — ୧. Fear.
୨. ଛାତି ଧମ୍ଧମ୍; ହୃତ୍କମ୍ପ — ୨. Palpitation of the heart.

ଦେଶଜ - ବିଶେଷଣ - ସମ୍ପାଦନା

୧. ଅଦୃଢ଼ — ୧. Infirm; unsteady.
୨. ଶିଥିଳ —୨. Slack; loose.