ଧକ ନିକିଡ଼ିଯିବା
(ଧଳ ନିକିଲିଯିବା—ଅନ୍ୟରୂପ)
ପରିଶ୍ରମଆଦି ଜନିତ ଅତ୍ୟନ୍ତ କ୍ଲାନ୍ତି —Being much tired or fatigued.
(ଯଥା—୪ ମାଇଲ ବାଟ ଚାଲି ମୋର ଧକ ନିଗିଡ଼ିଗଲଣି)