ଧକେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଧକିବା଼, ଧକେଇ ହେବାଅନ୍ୟରୁପ

ଦେଶଜ - ନ୍ତ୍ର. (ସଂସ୍କୃତ - ଧକ୍କ୍ ଧାତୁ=ପ୍ରହାର କରିବା; ଧୁକ୍ଷ୍ ଧାତୁ=କ୍ଲେଶ ଦେବା) ସମ୍ପାଦନା

୨. ଧକ୍କା ମାରିବା — ୧. To push violently with the arms.
୨. ପରିଶ୍ରମ ପରେ ଖରଶ୍ୱାସ ମାରିବା — ୨. To gasp; to pant.

ତେବା ହେଲେ ତକଲୁ ନ ପାରିଲେ ଟେକି ରହିଲେ ଅଧିରଥଙ୍କର ସୁତ ଧକି କୃଷ୍ଣସିଂହ. ମହାଭାରତ. କର୍ଣ୍ଣ


ଅନୁବାଦ ସମ୍ପାଦନା

୩. ଅସହ୍ୟ ଗ୍ରୀଷ୍ମ ଯୋଗୁଁ ଖର ଶ୍ୱାର ମାରିବା — ୩. To pant on account of extreme heat.

ଲଣ୍ଡା ତରୁ ସନ୍ଧ—କିବରେ ଧକେଇ ହେଉଣ ଥାନ୍ତି ବିହଙ୍ଗେ ରାଧାନାଥ. ଯଯାତି କୁକୁର x x x ଡେମ୍ପେ ଜିଭଟା କାଢି ପକାଇ ଧକାଉଅଛି ଫକୀରମୋହନ, ଛମାଣ ଆଠଗୁଣ୍ଠ

୪. ଧକ ଧକ ହେବା; ସ୍ପନ୍ଦିତ ହେବା — ୪. To palpitate; to throb.