ଧକା ସହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଧକା ସମ୍ଭାଳିବା, ଧକା ସମାଳିବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

କୌଣସି ଆଘାତ ବା ବିପଦାଦିର ଚୋଟକୁ ସମ୍ଭାଳିବା — To bear the brunt of a blow or misfortune; to weather a blow; to hold out stoutly against a danger or blow.