ଧକା ଖାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଅନ୍ୟଠାରୁ ଧକା ମାଡ଼ ସହିବା — ୧. To get a push or shove from another; to be shoved by another.

ପେଲି ଦେଇ ଠେଲି ଯିବା ଧକା ଖାଇଲେ ସହିବା ଲୌକିକ ଭଜନ

୨. (ଲକ୍ଷଣାର୍ଥ) ପ୍ରତିରୋଧ ପାଇବା — ୨. (figurative) To meet with opposition or check.