ଧକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧକ୍କ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧକ୍କ୍ ଧାତୁ=ପ୍ରହାର କରିବା) ସମ୍ପାଦନା

୧. ବାହୁଦ୍ୱାରା ଠେଲା; ବାହାଠେଲା — ୧. A push or shove with the arms.
୨. ଖରଶ୍ୱାମ —୨. Gasping; panting.
୩. ଦୁଇ ପଦାର୍ଥ ପରସ୍ପର ସହିତ ଜୋର୍ରେ ବାଜିବା — ୩. Collision of two things.
୪. (ଲକ୍ଷଣାର୍ଥ) ପ୍ରତିରୋଧ — ୪. (figurative) Obstruction; check.
୫. (ଲକ୍ଷଣାର୍ଥ) କୌଣସି ବସ୍ତୁ ବା ଘଟଣା ଉପରେ ଅନ୍ୟ ବସ୍ତୁ ବା ଘଟଣାର ପ୍ରଭାବ — ୫. (figurative) The influence of a thing or act on another.

[ଦ୍ରଷ୍ଟବ୍ୟ —ଧକା, ନେ(ଲେ)ଡା, ହାବୁକା, ତଣ୍ଟିଆ, ଗଳଥା, ଠେଲା, କହୁଣିଆଁ ମଧ୍ୟରେ ନିମ୍ନଲିଖିତ ପ୍ରଭେଦ ଅଛି ଧକା—ବାହାଦ୍ୱାରା ଠେଲା ନେ(ଲେ)ଡ଼ା—କରତଳଦ୍ୱାରା ଆଘାତ ହାବୁକା— ପ୍ରସାରିତ ତର୍ଜନୀ ଓ ଅଙ୍ଗୁଷ୍ଠଦ୍ୱାରା ଠେଲା ତଣ୍ଟିଆ—ପ୍ରସାରିତ ତର୍ଜନୀ ଓ ଅଙ୍ଗୁଷ୍ଠଦ୍ୱାରା ମନୁଷ୍ୟର ତଣ୍ଟିରେ ସମ୍ମୁଖ ଆଡୁ ଠେଲା ଗଳଥା—ପ୍ରମାରିତ ତର୍ଜନୀ ଓ ଅଙ୍ଗୁଷ୍ଠଦ୍ୱାରା ମନୁଷ୍ୟର ବେକରେ ପଛଆଡୁ ଠେଲା ଠେଲା—ଦେହର ସମସ୍ତ ବଳ ପ୍ରୟୋଗ ପୂର୍ବକ ବାହାଦ୍ୱାରା ପେଲା କହୁଣିଆଁ—କହୁଣିଦ୍ୱାରା କୌଣସି ବ୍ୟକ୍ତିକୁ କଡ଼କୁ ବା ପଛକୁ ଠେଲା ]