ଧକଉଁଧକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧକମ୍ଧକା, ଧକଂଧକା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ପରସ୍ପର ଧକା ମରାମରି; ଧକାଧକି — ୧. Pushing each other; mutual shoving.
୨. ଅତିଶୟ ଜନତା ମଧ୍ୟରେ ଠେଲା ଠେଲି — ୨. Pushing each other in a large crowd; justling in a dense crowd.