ଧକ
ଧକ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଶ୍ରମଜନିତ ଖର ନିଶ୍ୱାସ — ୧. Gasping or panting due to over- exertion.
- ୨. ଛାତି ଦମ୍ ଦମ୍ ହେବା — ୨. Palpitation of the heart (Howells).
- ୩. କ୍ଳାନ୍ତି —୩. Fatigue (Howells).
- ୪. ଜଳୁଥିବା ନିଆଁର ତେଜ —୪. Blaze of fire.
(କାବର=ନାଲି ଚାଉଳ—ବିପରୀତ)
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାସଫା ଚାଉଳ —White rice; fine rice.
ଦେଶଜ - ବିଶେଷଣ -
ସମ୍ପାଦନାଉତ୍ତମ —Good.