ଧକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଶ୍ରମଜନିତ ଖର ନିଶ୍ୱାସ — ୧. Gasping or panting due to over- exertion.
୨. ଛାତି ଦମ୍ ଦମ୍ ହେବା — ୨. Palpitation of the heart (Howells).
୩. କ୍ଳାନ୍ତି —୩. Fatigue (Howells).
୪. ଜଳୁଥିବା ନିଆଁର ତେଜ —୪. Blaze of fire.

(କାବର=ନାଲି ଚାଉଳ—ବିପରୀତ)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ - ସମ୍ପାଦନା

ସଫା ଚାଉଳ —White rice; fine rice.

ଦେଶଜ - ବିଶେଷଣ - ସମ୍ପାଦନା

ଉତ୍ତମ —Good.