ଧଇର୍ଯ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଧଇର୍ଯ, ଧଇରଜ, ଧୌର୍ଯ୍ୟ, ଧଉର୍ଯ୍ୟ, ଧଉର୍ଯ, ଧଉରଜଅନ୍ୟରୂପ

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ)ବିଶେଷ୍ୟ - (ସଂସ୍କୃତ - ଧୈର୍ଯ୍ୟ) ସମ୍ପାଦନା

୧. ଦମ୍ଭ; ଧୈର୍ଯ୍ୟ — ୧. Patience; fortitude.

ମୋ ଧଇର୍ଯ୍ୟ ମୃଗକୁ ପାଞ୍ଚି ନୟନାନ୍ତ ବରଛି ଆଞ୍ଚି କବିସୂର୍ଯ୍ୟ. ସଙ୍ଗୀତ

୨. ଦୃଢ଼ତା —୨. Firmness.
୩. ଶାନ୍ତଭାବ —୩. Calmness; composure.