ଧଇଁସଇଁ ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧଇଁସିଅଁ ହେବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ଧ୍ୱନ୍ୟନୁକରଣ) ସମ୍ପାଦନା

ଅତ୍ୟନ୍ତ କ୍ଳାନ୍ତି ହେତୁ ବେଗରେ ନିଶ୍ୱାସ ପ୍ରଶ୍ୱାସ ନେବା ଓ ଛାଡିବା — To gasp; to pant on account of exhaustion.