ଧଅଳେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସଂସ୍କୃତ - ଧବଳରୁ ଓଡ଼ିଆ ନାମ ଧାତୁ; ତୁଳ. ସଂସ୍କୃତ - ଧବଳାୟତେ=ଧଳା ପାଲଟଛି) ସମ୍ପାଦନା

୧. ଧବଳିତ କରିବା —୧. To whiten.
୨. ଘରର କାନ୍ଥ ଆଦିକୁ ପାଣିଆଁ ଚୁନରେ ସଫେଦି କରିବା — ୨. To whitewash.