ଥୁଣ୍ଟା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥାଣୁ) ସମ୍ପାଦନା

୧. ସ୍ଥାଣୁ — ୧. Lopped up (tree).
୨. ଶାଖାହୀନ —୨. Shorn of branches.
୩. (ଘୃଣାର୍ଥକ) ନିଷ୍କର୍ମା ଓ ଅତି ବୃଦ୍ଧ (ବ୍ୟକ୍ତି) — ୩. Decrepit; worthless and old (man).
୪. ଅତି ବୃଦ୍ଧ —୪. Very old.
୫. ମୁଣ୍ଡା; ମୁନ ଘୋରି ହୋଇଯାଇଥିବା (ଅସ୍ତ୍ର, ଲେଖନ, କଲମ ଆଦି) ଦନ୍ଥରା — ୫. Blunted (weapon; pen).

ତାଲିକା ଚଢ଼ିଲା ସାତୋଟି ପତର ଲେଖନ ହୋଇଲା ଥୁଣ୍ଟା ଭିକାରୀ. ସାନ୍ତିଆ ବାହା

୬. ଯାହାର ହାତ ବା ଗୋଡ଼ ଆଙ୍ଗୁଠି ନ ଥାଏ — ୬. Maimed.
୭. ଯାହା ଲାଞ୍ଜ କଟି ଯାଇଅଛି —୭. Tailless.

ବିଶେଷ୍ୟ - ସମ୍ପାଦନା

୧. ଲମ୍ୱା କାଠି —୧. A long stick.
୨. ଶାଖାହୀନ ବୃକ୍ଷର ଗଣ୍ଡି — ୨. A branchless trunk.
୩. ଶାକାହୀନ ବୃକ୍ଷ —୩. A pollard.
୪. କଟା ହୋଇଥିବା ହରଡ଼ ଆଦି ଗଛର ମୂଳର ଯେଉଁ କାଠି ଭୂମିରୁ ଉପରକୁ ଉଠିଥାଏ — ୪. Stubble; protruding stick.